କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

ଭୁବନେଶ୍ବର: ପ୍ରତିବାଦର ନୂଆ ଫଣ୍ଡା ପାଲଟିଛି ଅଣ୍ଡାମାଡ। କଂଗ୍ରେସ ଓ ବିଜେପି ପରେ ବିଜେଡି ବି କରିଛି ଅଣ୍ଡାମାଡ। ଗତକାଲି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି କର୍ମୀ କେନ୍ଦ୍ରାପଡାରେ ଅଣ୍ଡାମାଡ କରିବା ପରେ, ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଶ୍ୱେଶ୍ୱର ଟୁଡୁଙ୍କୁ ସେହି କେନ୍ଦ୍ରାପଡାରେ ଅଣ୍ଡାମାଡ କରିଛନ୍ତି ବିଜେଡି କର୍ମୀ। ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କର୍ମୀ ଅଣ୍ଡାମାଡ କରିବା ପରେ ବିଜେଡି ଜିନ୍ଦାବାଦ ନାରା ବି ଦେଇଛନ୍ତି। ଗତକାଲି … Continue reading କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼